odia-ray.in - ODIA NEWS

Description: Best Joomla template for Magazine and News site - Built with T3 Framework, Bootstrap 3, Advanced Custom Module.

joomla responsive template (249) joomla t3 template (219) joomla bootstrap 3 template (161) joomla news template (51) magazine joomla template (50) news joomla template (46) joomla template for advanced custom module (38) joomla acm template (38) joomla magazine template (28) news portal for joomla (28)

Example domain paragraphs

ଭୁବନେଶ୍ୱର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମେ' ୨୭ ତାରିଖରେ କାଳବୈଶାଖୀ ପ୍ରଭାବ ସାମାନ୍ୟ ବଢ଼ିବା ସମ୍ଭାବନା ରହିଛି। ଏହା ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି।

ଭୁବନେଶ୍ୱର: ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏହି ପରୀକ୍ଷା ଜୁଲାଇ ୮ ପର୍ଯ୍ୟନ୍ତ ଚାଲିବ। ମେ' ୨୬ ରୁ ଜୁନ ୧ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ପାଇଁ ହେବ ଫର୍ମ ପୂରଣ। ତେବେ ମାଟ୍ରିକ ପରୀକ୍ଷା ଢାଞ୍ଚା ବଦଳିଛି। ପୁରୁଣା ପଦ୍ଧତ୍ତିରେ ହେବ ପରୀକ୍ଷା। ଦୁଇଟି ସମ୍ମେଟିଭ ପରୀକ୍ଷା ଆଉ ହେବ ନାହିଁ। ଏବେ ଦଶମରେ ବର୍ଷ ଶେଷରେ ହେବ ବାର୍ଷିକ ପରୀକ୍ଷା। ଇଣ୍ଟରନାଲ ଅସେସମେଣ୍ଟ ପରୀକ୍ଷା ଚାଲୁ ରହିବ। ଏହା ୪ଟି କ୍ୱାର୍ଟର୍ ରେ ହେବ। ନବମ ବାର୍ଷିକ ପରୀକ୍ଷା ପାଇଁ ବୋର୍ଡ ଯୋଗାଇଦେବ ପ୍ରଶ୍ନପତ୍ର।

ଭୁବନେଶ୍ୱର: ଆଜି ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୮.୨ ଡିଗ୍ରୀ ରେକର୍ଡ ହୋଇଛି। ସମ୍ବଲପୁର ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ା ଏବଂ ହୀରାକୁଦ ୩୯.୬ ଡିଗ୍ରୀ,ଚାନ୍ଦବାଲି ୩୯, କେନ୍ଦୁଝର ୩୮.୨ ଡିଗ୍ରୀ ସେଲସିୟସ ରହିଥିବା ଜଣାପଡ଼ିଛି।

Links to odia-ray.in (1)